#ପୁଣି_ଚର୍ଚ୍ଚାରେ_ରାୟଗଡ_ନଗର_ନିଗମ
#ବକେୟା_ପାଣି_ବିଲକୁ_ନେଇ_ଯାରି_କଲା_ନୋଟିସ
#ବଜରଙ୍ଗବାଲି_ହନୁମାନଙ୍କ_ନାଁରେ_ଯାରି_କଲା_ନୋଟିସ
ବକେୟା ପାଣି ବିଲ ନୋଟିସକୁ ନେଇ ଚର୍ଚ୍ଚାରେ ଛତିଶଗଡ଼ ରାୟଗଡ ନଗର ନିଗମ । ପାଣି ବିଲ୍ ଜମା କରିବାକୁ ରାୟଗଡ ନଗର ନିଗମ ପକ୍ଷରୁ ବଜରଙ୍ଗବାଲିକୁ ନୋଟିସ୍ ପଠାଇଛି, ଏହା ଶୁଣିବାକୁ ଅଜବ ଲାଗୁଛି, କିନ୍ତୁ ରାୟଗଡ ନଗର ନିଗମ ଏହା କରିଛି ।
#rayagada #hanumantemple #waterbill #payment #ArgusNews