#ପୁଣି_ଥରିଲା_କାବୁଲ
#ଆଫଗାନିସ୍ତାନ_ରାଜଧାନୀ_କାବୁଲରେ_ବିସ୍ଫୋରଣ
କାବୁଲ ବିମାନବନ୍ଦରରେ ବିସ୍ଫୋରଣ ପରେ ଆଇଏସଆଇଏସ ଖୁରାସନ ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ଭାରତ । ଆଇଏସ ଆତଙ୍କବାଦୀମାନେ ଭାରତରେ ନିଜର ଗତିବିଧି ବୃଦ୍ଧି ସହ ଜିହାଦକୁ ପ୍ରୋତ୍ସାହନ ଦେବାକୁ ଯାଉଥିବା ଗୁଇନ୍ଦା ସୂଚନା ମିଳିଛି ।
#Afganistan #Taliban #Kabul #ISIS #attack #airport #Odisha #ArgusNews