ଛତିଶଗଡର ଜଶପୁର ଜିଲ୍ଲାରେ ଖ୍ରୀଷ୍ଟିୟାନ ମିଶନାରୀ ମାନଙ୍କର ଦ୍ୱାରା ପ୍ରଲୋଭନ ଦ୍ୱାରା ଧର୍ମାନ୍ତରିତ ହୋଇଥିବା 250 ଲୋକ ପୁଣି ଥରେ ସେମାନଙ୍କର ମୂଳ ସଂସ୍କୃତି ହିନ୍ଦୁ ଧର୍ମକୁ ଫେରିଛନ୍ତି । ଅଖିଳ ଭାରତୀୟ ଘର ବାହୁଡାର ପ୍ରମୁଖ ପ୍ରବଳ ପ୍ରତାପ ଜୁଦେବ ପୁଣି ଥରେ ଏହି 250 ଜଣ ଧର୍ମାନ୍ତରିତଙ୍କୁ ଘର ବାହୁଡା କରାଇଛନ୍ତି।
#Chhattisgarh #hinduism #khristian #return #ArgusNews