#ପୁଣି_ପଦାରେ_ପଡିଲା_କମିଶନରେଟ_ପୋଲିସର_ଅପାରଗତା
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହେଲା କମିଶନରେଟ୍ ପୋଲିସ । କଡା ସୁରକ୍ଷା ବ୍ୟବସ୍ଥା ଥାଇବି କେମିତି ହେଲା କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ ତାହାକୁ ନେଇ ଉଠିଛି ପ୍ରଶ୍ନ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଓଡିଶା ଗସ୍ତରେ ଆସିଥିବା ବେଳେ ଏୟାରପୋର୍ଟ ଛକ ନିକଟରେ ତାଙ୍କ ଉପରେ ହୋଇଛି ଅଣ୍ଡାମାଡ ।
#centralminister #AjayMishra #MinisterofStateforHomeAffairs #commissioneratepolice #odishapolice #protection #Odisha #ArgusNews