#ପୁଣି_ବିବାଦରେ_ଆଇନମନ୍ତ୍ରୀ_ପ୍ରତାପ_ଜେନା ।
#ପ୍ରତାପଙ୍କ_ନାଁରେ_ସଙ୍ଗୀନ_ଅଭିଯୋଗ.
ମାହାଙ୍ଗା ମର୍ଡର ଘଟଣାକୁ ବର୍ଷେ ପୁରିଲା । କିନ୍ତୁ ଏଯାଏଁ ତଦନ୍ତର ସମ୍ମୁଖୀନ ହେଲେ ନାହିଁ ମନ୍ତ୍ରୀ ପ୍ରତାପ ଜେନା । ଏପଟେ ମୃତ କୁଳମଣିଙ୍କ ପୁଅ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । କହିଛନ୍ତି ପ୍ରତାପ ଜେନା ଆଇନମନ୍ତ୍ରୀ ଥିବା ଯୋଗୁଁ ତାଙ୍କୁ ସୁରକ୍ଷା ଦେଉଛି ପୋଲିସ I
#mahanga #doublemurder #police #protection #Minister #PratapJena #odisha #ArgusNews