ପୁଣି ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ଭୟ । ଗଣତନ୍ତ୍ର ଦିବସରେ ହୋଇପାରେ ବଡ଼ ଧରଣର ଆକ୍ରମଣ । ଏମିତି କିଛି ଆଶଙ୍କା କରିଛି ଗୁଇନ୍ଦା ବିଭାଗ । ଏନେଇ ଦିଲ୍ଲୀ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି ।
#terroristattack #attack #DelhiPolice #guinda #delhi #Terrorist #DemocracyDay #DemocracyDay #Odisha #ArgusNews