#ପୁଣି_ଲୋକପ୍ରିୟତାର_ଶୀର୍ଷରେ_ନରେନ୍ଦ୍ର_ମୋଦି
#ପ୍ରଧାନମନ୍ତ୍ରୀ_ମୋଦିଙ୍କର_ୟୁଟ୍ୟୁବରେ_ହେଲେ_ଏକ_କୋଟି_ସବସ୍କ୍ରାଇବର
#ତାଙ୍କ_ଆଖ_ପାଖରେ_ମଧ୍ୟ_ନାହାନ୍ତି_ଆମେରିକୀୟ_ରାଷ୍ଟ୍ରପତି_ବାଇଡେନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ପୁଣି ଥରେ ପ୍ରମାଣିତ ହୋଇଛି । ୟୁଟ୍ୟୁବରେ ତାଙ୍କର ଏକ କୋଟି ସବସ୍କ୍ରାଇବର ହୋଇଯାଇଛନ୍ତି । ଏହା ସହିତ ଏକ କୋଟି ସବସ୍କ୍ରାଇବର ଥିବା ବିଶ୍ବର ପ୍ରଥମ ରାଜନୈତିକ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତାଙ୍କ ପରେ ବିଶ୍ବର ସବୁଠାରୁ ଅଧିକ ସବସ୍କ୍ରାଇବର ଥିବା ନେତା ହେଉଛନ୍ତି ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲ୍ସନାରୋ ଅଛନ୍ତି ଯାହାଙ୍କର ସବସ୍କ୍ରାଇବର ସଂଖ୍ୟା 36 ଲକ୍ଷ ରହିଛି ।
PMOindia Narendra Modi #onceagain #popular #million #subscribers #YouTube #Odisha #ArgusNews