#ହିନ୍ଦୁ_ଧର୍ମକୁ_ନେଇ_ଆରଏସଏସ_ଓ_ବିଜେପିକୁ_କଲେ_ଟାର୍ଗେଟ
ସେପ୍ଟେମ୍ବର ୧୫ ତାରିଖରେ ନୂଆ ଦିଲ୍ଲୀରେ ମହିଳା କଂଗ୍ରେସ ଉତ୍ସବ ଉଦ୍ଘାଟନ ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଦେଇଛନ୍ତି ହିନ୍ଦୁ ବିରୋଧୀ ବଯାନ । ଆରଏସଏସ ଓ ବିଜେପିକୁ ଫେକ ହିନ୍ଦୁ ବା ନକଲି ହିନ୍ଦୁ ବୋଲି ମନ୍ତବ ଦେବା ସହିତ ସହିତ ସେମାନେ ହିନ୍ଦୁ ଧର୍ମର ଅପବେବହାର କରୁଛନ୍ତି ବୋଲି କହିଛନ୍ତି ରାହୁଲ ।
#BJP #Congress #rss #fakehindu Rahul Gandhi PMO India #Odisha #ArgusNews