ପୁରୁଣା ଭାରତୀୟ ମୁଦ୍ରାରେ ଝଲସୁଛି ଦୁର୍ଗା ମଣ୍ଡପ । ବିଭିନ୍ନ ପ୍ରକାର ଭାରତୀୟ ବାଣିଜ୍ୟିକ ମୁଦ୍ରାରେ ତିଆରି ହୋଇଛି ଦୁର୍ଗା ମଣ୍ଡପ । ବିଭିନ୍ନ ଶୈଳୀରେ ଲାଗିଛି ଏହି ଭାରତୀୟ ମୁଦ୍ରା ମୁଦ୍ରାରେ ତିଆରି ହୋଇଛନ୍ତି ମା ଦୁର୍ଗା । ଏବଂ କିଛି ମୁଦ୍ରାରେ ରହିଛି ପୁରୁଣା ସ୍ବାଧୀନତା ସଂଗ୍ରାମୀଙ୍କ ଫୋଟୋଚିତ୍ର । କଲିକତାରେ ତିଆରି ହୋଇଛି ଏପରି ପୂଜା ମଣ୍ଡପ ।
#westbengal #durgapuja #coins #stage #ArgusNews