#ପୁରୁଷ_ବେଶରେ_୩୦_ବର୍ଷ
ଫଟୋ ଦୁଇ ମଣିଷ ଏକ୍ । କଥାଟି ନିଶ୍ଚୟ ଅଜବ ଲାଗୁଥିବ କିନ୍ତୁ ଘଟଣାଟି ଚକିତ କରିବ। ଫଟୋରେ ଥିବା ମହିଳାଙ୍କ ନାଁ ହେଉଛି ପେଚିୟାମ୍ମଲ । କେବଳ ନିଜ ଝିଅଙ୍କୁ ପାଳିପୋଷି ବଡ କରିବା ପାଇଁ ସେ ୩୦ ବର୍ଷ ହେଲା ନିଜକୁ ପୁରୁଷ ବେଶରେ ସଜେଇ ଆସିଛନ୍ତି ।
#viralvideo #petchiammal #TamilNadu #woman #30years #Odisha #ArgusNews