ପୁଷ୍କର ସିଂ ଧାମୀଙ୍କୁ ପୁଣି ମିଳିଲା ଉତ୍ତରାଖଣ୍ଡର ଦାୟିତ୍ବ । ପୁଷ୍କର ସିଂ ଧାମୀ ଦ୍ୱିତୀୟ ଥର ପାଇଁ ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଆଜି ଡେରାଡୁନର ପରେଡ ଗ୍ରାଉଣ୍ଡରେ ଏକ ବିଶାଳ ସମାରୋହରେ ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଗୁରୁମିତ ସିଂ ତାଙ୍କୁ ପଦ ଓ ଗୋପନିୟତାର ଶପଥ ଗ୍ରହଣ କରାଇଛନ୍ତି ।
#uttarakhand Pushkar Singh Dhami #ChiefMinister #Odisha #ArgusNews