ଅନ୍ୟକୁ ସାହାଯ୍ୟ କରି ସଵୁବେଳେ ଚର୍ଚ୍ଚାରେ ଥାଆନ୍ତି ସୋନୁସୁଦ । ଅନେକ ଲୋକ ତାଙ୍କୁ ନିଜର ଆଦର୍ଶ ବୋଲି ମଧ୍ୟ ମାନନ୍ତି । କାଲି ମହାକାଳ ମନ୍ଦିରରେ ସୋନୁସୁଦଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସୋନୁସୁଦ ନିଜ ପରିବାର ସହ ଉଜ୍ଜୟିନୀ ମହାକାଳ ମନ୍ଦିରକୁ ଦର୍ଶନ ନିମନ୍ତେ ଆସିଥିଲେ ।
#bollywood #actor #SonuSood #ArgusNews