ଆମ ସଂସ୍କୃତି ଆମ ପରମ୍ପରା । ଏହାକୁ ବଞ୍ଚାଇ ରଖିବା ଆମର ମୌଳିକ କର୍ତ୍ତବ୍ୟ। ତେବେ ହିନ୍ଦୁ ସଂସ୍କୃତିରେ ତିଳକର ବହୁତ ମହତ୍ତ୍ୱପୂର୍ଣ୍ଣ ରହିଛି। କୌଣସି ବି ପୂଜା କିମ୍ବା ଧାର୍ମିକ ଅନୁଷ୍ଠାନ ତିଳକ ବିନା ଅଧୁରା ରହିଥାଏ। ତିଳକ ମଙ୍ଗଳ ଏବଂ ଶୁଭତାର ପ୍ରତିକ ଅଟେ।
#viralvideo #God #children #ArgusNews