ପୂର୍ବ ଭାରତରେ ଓଡ଼ିଶା ହେବ ଶକ୍ତିର ପ୍ରବେଶ ଦ୍ଵାର । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଭେଟି ଓଡ଼ିଶାରେ ତୈଳ ଓ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଓଡ଼ିଶାରେ ହେବାକୁ ଥିବା ନୂଆ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା କରିଛନ୍ତି
#ArgusNews Dharmendra Pradhan #HardipSingh