#ପୃଥିବୀକୁ_ଆକ୍ରମଣ_କରିପାରନ୍ତି_ଏଲିଏନ୍ସ
#ନାସାର_ଏକ_ଏକ୍ସପେରିମେଣ୍ଟ_ସୃଷ୍ଟି_କରିଛି_ଏହି_ଆଶଙ୍କା
ବାଇନାରୀ କୋଡରେ ଛାୟାପଥର କେନ୍ଦ୍ରକୁ ପଠାଯାଇଛି ପୃଥିବୀ ସମ୍ପର୍କିତ ସୂଚନା । ସୂଚନା ପାଇଲେ ପୃଥିବୀ ଆକ୍ରମଣ କରିପାରନ୍ତି ଅନ୍ୟ ଗ୍ରହର ଜୀବ । ମଣିଷ ସମାଜକୁ ସତର୍କ କଲେ ବୈଜ୍ଞାନିକ ।
#planetarycreature #alien #humansociety #Earth #invade #Scientists #astronauts #NASA #ArgusNews