#ପୃଥିବୀ_ପାଖରେ_ପୃଥିବୀ
#ପୃଥିବୀଠାରୁ_ନୂଆ_ପୃଥିବୀ_୭୦_ପରସେଣ୍ଟ_ବଡ
#ସୁପରଆର୍ଥରେ_ତିଷ୍ଠିବ_ଜୀବଜଗତ !
ଆମ ପୃଥିବୀ ଠାରୁ ଆଉ ଗୋଟିଏ ବଡ ପୃଥିବୀ ଠାବ କଲା ନାସା । ଏହି ନୂଆ ପୃଥିବୀରେ ୨ ସୂର୍ଯ୍ୟ ଅଛନ୍ତି । ନୂଆ ପୃଥିବୀ ଆମ ପୃଥିବୀ ଠାରୁ ୭୦% ବଡ ବୋଲି ତାର ନାମ ସୁପରଆର୍ଥ । ଏହାର ଚାରିପାଖେ ପାଣି ଥିବାବେଳେ ଏଥିରେ ପୃଥିବୀଠାରୁ ଅଧିକ ଗଭୀର ସମୁଦ୍ର ରହିଥିବା ଜଣାପଡିଛି ।
#world #anotherworld #Lives #superEarth #ArgusNews