#ଭାରତ_ବିରୁଦ୍ଧରେ_ଚୀନ_କରୁଛି_ଗୁରୁତର_ଷଡଯନ୍ତ୍ର
ପେଂଟାଗନ ତାର ରିପୋର୍ଟରେ କଲା ସାବଧାନ । ବିସ୍ତାରବାଦୀ ଚୀନ ପାଇଁ ଭାରତ ହେଉଛି ସବୁ ଠାରୁ ବଡ ଶତ୍ରୁ । ଭାରତକୁ ଅସ୍ଥିର କରିବା ପାଇଁ ଚୀନ ସବୁବେଳେ ଚେଷ୍ଟିତ ହୋଇ ଆସିଛି ।
#IndiaBorder #China #PentagonReport #GlobalWarming #Diplomatic #LAC #Conspiracy #ArgusNews