ପେଟ ପୋସ୍ ନାହିଁ ଦୋସ୍ । କଥାଟା ଓଡ଼ିଆମାନଙ୍କ ଭିତରେ ବେଶ୍ ପ୍ରଚଳିତ। ଯାହା ଦେଖାଇଥାଏ, ଏ ଦୁନିଆରେ କୌଣସି ବି କାମ, କୌଣସି ବି ବୃତ୍ତି, ଛୋଟ କି ବଡ଼ ନୁହେଁ। ବଂର କରୁଥିବା ଲୋକଟି ହିଁ ସେ କାମର ମାନ ନିର୍ଦ୍ଧାରଣ କରିଥାଏ। ଆମ ଦେଶ ବଡ଼ ବୈଚିତ୍ର୍ୟମୟ। ଯେଉଁଛି ଛୋଟ ବୃତ୍ତିରେ ଥିବା ଲୋକେ ବି ବଡ଼ ବଡ଼ କାମ କରି ଦେଖାନ୍ତି।
#teastall #model #ArgusNews