ବଲିଉଡରେ ଉର୍ଫି ଜାଭେଦଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା । ତାଙ୍କ ପୋଷାକ ପରିଧାନକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ବାରମ୍ବାର ଟ୍ରୋଲ ହେଉଛନ୍ତି ସେ । ଏବେ ତାଙ୍କୁ ନକଲ କରି ମଲାଇକା ଅରୋରା ମଧ୍ୟ ଏବେ ଚର୍ଚ୍ଚାରେ। ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରହୁଥିବା ମଡେଲ ଉର୍ଫି ଜାଭେଦଙ୍କୁ ନକଲ କରିଛନ୍ତି ବଲିଉଡ ଅଭିନେତ୍ରୀ ତଥା ଆଇଟମ ଗାର୍ଲ ମଲାଇକା ଅରୋରା ।
#bollywood #actresses #MalaikaArora #UrfiJaved #ArgusNews