ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ଆଜିର ଦିନରେ ୧୯୯୮ରେ ପୋଖରାନ ଠାରେ ଭାରତ ତିନିଟି ଆଣବିକ ବୋମା ପରୀକ୍ଷଣ କରି ବିଶ୍ୱକୁ ଦେଖାଇ ଥିଲା ନିଜ ପରାକ୍ରମ । ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ମାନେ ପକାଇଦେଲେ ସକ୍ଷମ ଭାରତର ଏହି ଉଜ୍ଜ୍ଵଳ ଇତିହାସ ।
#AtalBihariVajpayee #nuclearbombs #Pokhran #NarendraModi #demonstrated #ArgusNews