ନୂଆ ଶିକ୍ଷାନୀତିର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶିକ୍ଷାକୁ ସାମଗ୍ରିକ, ସୁଲଭ, ସହଜ ଏବଂ ସମାନ କରିବା ପାଇଁ ସଂକଳ୍ପକୁ ଦୋହରାଇବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ
#ArgusNews #Odisha #ArgusNewsTV #Educationpolicy Dharmendra Pradhan