#ପ୍ରଧାନମନ୍ତ୍ରୀଙ୍କ_ଗୁଜୁରାଟ_ଗସ୍ତର_ଆଜି_ଦ୍ବିତୀୟ_ଦିନ
ରାଷ୍ଟ୍ରୀୟ ରକ୍ଷାଶକ୍ତି ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର କାର୍ଯ୍ୟକ୍ରମରେ ଯୋଗଦେବେ ପିଏମ ମୋଦି । ନୂତନ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ରାଷ୍ଟ୍ର ଉଦେଶ୍ୟରେ ହେବ ଉତ୍ସର୍ଗ । ସଂଧ୍ୟାରେ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଖେଳ ମହାକୁମ୍ଭ ୨୦୨୨ର ହେବ ଉଦଘାଟନ ।
#Ministervisit #Gujarat #PMModi #NationalDefenseUniversity #inauguration
#Odisha #ArgusNews