#ଗସ୍ତ_ରେକର୍ଡ_ସୁରକ୍ଷିତ_ରଖିବାକୁ_ସୁପ୍ରିମ_କୋର୍ଟଙ୍କ_ନିର୍ଦ୍ଦେଶ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଉଲ୍ଲଂଘନ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଟିମ୍ ପଞ୍ଜାବର ଫିରୋଜପୁର ନିକଟ ଫ୍ଲାଏ ଓଭରରେ ପହଞ୍ଚି ଘଟଣାସ୍ଥଳରେ ଖୋଳତାଡ଼ କରିଛି । ଫ୍ଲାଏ ଓଭରରେ ପିଏମ ମୋଦୀଙ୍କ ସୁରକ୍ଷା ଉଲ୍ଲଂଘନ ଘଟଣାର ରିକ୍ରିଏସନ କରିଛି ।
Narendra Modi PMO India #security #PunjabGovernment #Congress #SupremeCourt #Odisha #ArgusNews