#ପ୍ରଧାନମନ୍ତ୍ରୀ_ଜନ_ଧନ_ଯୋଜନାକୁ_ପୁରିଛି_୭_ବର୍ଷ
ଭାରତର ବିକାଶକୁ ନୂଆ ଦିଗ ଦେଇଛି ଜନ ଧନ ଯୋଜନା । ସଶକ୍ତ ହୋଇଛନ୍ତି ମହିଳା, ଅଗଣିତ ଦେଶବାସୀଙ୍କୁ ମିଳିଛି ସମ୍ମାନର ଜୀବନ । ସଫଳତା ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।
#ArgusNews #National Narendra Modi #PMJDY