ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ। ସମସ୍ତ ବନ୍ୟଜନ୍ତୁ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଖାସ କରି ବ୍ୟାଘ୍ରପ୍ରେମୀଙ୍କୁ ଉତ୍ସାହିତ କରିଛନ୍ତି ମୋଦି। ବିଶ୍ବର ୭୦ ପ୍ରତିଶତ ବାଘ ଭାରତରେ ଦେଖାଯାଏ। ଏବଂ ପୁଣି ଥରେ ବ୍ୟାଘର ସୁରକ୍ଷା ନେଇ ପ୍ରତିଶ୍ରୁତି ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ
#ArguNews #ArgusNewsTV Narendra Modi #nationalTigerday