#ପ୍ରଧାନମନ୍ତ୍ରୀ_ନରେନ୍ଦ୍ର_ମୋଦିଙ୍କ_ଦେଶବାସୀଙ୍କ_ପାଇଁ_ବଡ_ଉପହାର
18ରୁ ଉର୍ଦ୍ଧ୍ବ ବୟସର ନାଗରିକଙ୍କୁ ମିଳିବ ମାଗଣା ଟିକା ଏ ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଜୁନ 21 ଅନ୍ତରାଷ୍ଟ୍ରୀୟ ଯୋଗଦିବସରୁ 18 ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ମାଗଣା ଭ୍ୟାକ୍ସିନ । ରାଜ୍ୟର 25 ପ୍ରତିଶତ ଦାୟିତ୍ବ ବି ନେଲେ କେନ୍ଦ୍ର ସରକାର । ଏବେ କେନ୍ଦ୍ର ଦେବ ଭ୍ୟାକ୍ସିନ, ଲୋକଙ୍କୁ ଟୀକା ଦେବାର ଦାୟିତ୍ବ ରାଜ୍ୟର।
#ArgusNews #ArgusNewsTv #National #Corona_Vaccine #Free_Vaccination Narendra Modi