ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଟିମ୍ ...କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇଛି ..୩୬ ନୂଆ ମନ୍ତ୍ରୀଙ୍କ ସମେତ ଶପଥ ନେଇଛନ୍ତି ମୋଟ୍ ୪୩ ଜଣ ମନ୍ତ୍ରୀ I ୧୫ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି I
#ArgusNews #India Narendra Modi #NarendraModi #Bjp #ModiCabinetExpansion