ପ୍ରସନ୍ନ ମୁଦ୍ରାରେ ଜଗତଜନନୀ ମା ଦୁର୍ଗା !
ସୋସିଆମ ମିଡିଆରେ ଟ୍ରେଣ୍ଡ କରୁଛି ମାଆ ଦୁର୍ଗାଙ୍କର ଏହି ପ୍ରସନ୍ନବଦନ ମୂର୍ତ୍ତୀ । ମଧ୍ୟପ୍ରଦେଶର ଏକ ପୂଜା ମଣ୍ଡପରେ ବିରାଜିତା ମାଆଙ୍କ ଏହି ମୃଣ୍ମୟୀ ପ୍ରତିମାକୁ ଯିଏ ଦେଖୁଛି ମୂର୍ତ୍ତିକାରକୁ ପ୍ରଶଂସା ନକରି ରହିପାରୁନି
#Madhyapradesh #DurgaIdol #CharmingIdol #ViralIdol #Odisha #ArgusNews