ପ୍ରସ୍ତୁତ ହେବାକୁ ଯାଉଛି ଦେଶର ସବୁଠୁଁ ଶସ୍ତା ଟିକା ।
ଦୁଇଟି ଡୋଜ୍ ର ଦାମ୍ ରହିବ ମାତ୍ର ୫୦୦ ଟଙ୍କା । ସର୍ବନିମ୍ନ ୪୦୦ ଟଙ୍କାକୁ କମିବାର ସମ୍ଭାବନା ।ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଛି କୋଭିଡ୍ ଟିକା କୋର୍ବେଭାକ୍ସ । ଟିକାର ଚାଲିଛି ତୃତୀୟ ପର୍ଯ୍ୟାୟ କ୍ଳିନିକାଲ ଟ୍ରାଏଲ୍ ।
#ArgusNews #ArgusTv #National #Cheapest_Vaccine #Covid_Vaccine