ଆଜି ଏଗ୍ରୋ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଜାତୀୟ ସମ୍ମିଳନୀର ଅଧିବେସନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟ ଆନନ୍ଦରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନରେ ପ୍ରାକୃତିକ ଚାଷର ବିସ୍ତୃତ ବିଷୟବସ୍ତୁ ଉପସ୍ଥାପନ କରାଯିବ।
#PMModi #Naturalfarming #FoodProcessing #NationalConference #agriculture #ArgusNews