#ପ୍ରାଣ_ନେଉଛି_ପରକୀୟା_ପ୍ରୀତି
#୪୨_ମାସରେ_ଗଲାଣି_୯୪_ଜୀବନ
#କାହାର_ସଂସାର_ଉଜୁଡୁଛି_ତ_କାହାର_ଜୀବନ_ଯାଉଛି
ପରୀକୟା ପ୍ରୀତି । ଯେମିତି ଏବେ ସମାଜରେ ସବୁଠୁ ବଡ ସମସ୍ୟା ହୋଇ ଠିଆ ହୋଇଛି । ପରକୀୟା ପ୍ରୀତିକୁ ଯେବେଠୁ ସୁପ୍ରିମକୋର୍ଟ ଆଇନଗତ ସମସ୍ୟା ଦେଇଛନ୍ତି ସେବେଠୁ ମହାମାରୀ ଭଳି ଏହା ବ୍ୟାପି ଚାଲିଛି । କାହାର ସଂସ୍ସାର ଉଜୁଡୁଛି ତ କାହାର ଜୀବନ ଯାଉଛି । ରିପୋର୍ଟ କହୁଛି 2019 ରୁ 2022 ମଧ୍ୟରେ ପରକୀୟା ପ୍ରୀତି ଯୋଗୁଁ 94 ଜଣ ଜୀବନ ହାରିଛନ୍ତି । ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ଜୀବନ ହାରୁଛନ୍ତି ।
#Love #SupremeCourt #case #family #Odisha #ArgusNews