ଏଠି ଜଣେ ବର ଗୋଡ ଦୁଇଟିକୁ ଉପରକୁ ଟେକି ହାତରେ ଛିଡା ହୋଇଛନ୍ତି। ତାହା ପୁଣି ବର ବେଶରେ। ଆପଣ ଭାବୁଥିବେ ବୋଧେ ଯୋଗ କରୁଛନ୍ତି। ନାଇଁ ଆଜ୍ଞା ଏଠି ଚାଲିଛି ଫଟୋସୁଟ୍। ଯାହା ଖୁସି କି ଯନ୍ତ୍ରଣାଦାୟକ ସେହି ବ୍ୟକ୍ତି ହିଁ ଜାଣିଥିବେ। ସମସ୍ତଙ୍କ ଜୀବନରେ ବିବାହ ହେଉଛି ସବୁଠାରୁ ବିଶେଷ ମୁହୂର୍ତ୍ତ।
#viralvídeos #marriage #photoshoot #ArgusNews