ନିଆରା ପରମ୍ପରା, ନିଆରା ସଂସ୍କୃତି । ଅମଳ ପରେ ହୁଏ ଷଣ୍ଢ ଦୌଡ । ଜମେ ଲୋକଙ୍କ ଗହଳି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି । ଫସଲ ଅମଳ ପରେ ଜମିକୁ ହଳ କରାଯାଏ । ଆଣ୍ଠୁଏ ଯାଏଁ ପାଣି ଭର୍ତ୍ତି କରାଯାଏ । ଦୁଇ ଯୋଡା ଷଣ୍ଢ ବେକରେ ଜୁଆଳୀ ପକାଯାଏ । ଆଉ ଜଣେ ବ୍ୟକ୍ତି ତାଙ୍କୁ ମାର୍ଗ ଦର୍ଶନ କରନ୍ତି ।
#farming #bullrace #farmer #ArgusNews