#ଫାବ୍_ଇଣ୍ଡିଆର_ଦୀପାବଳି_ବିଜ୍ଞାପନକୁ_ନେଇ_ବିବାଦ !
ଫାବ୍ ଇଣ୍ଡିଆ ବ୍ରାଣ୍ଡର ବିଜ୍ଞାପନକୁ ନେଇ ବିବାଦ । ‘ଫାବ୍ ଇଣ୍ଡିଆ’ ତରଫରୁ ଦୀପାବଳି ଉପଲକ୍ଷେ ‘ଜଶନ୍-ଏ-ରିୱାଜ୍’ ଅଭିଯାନ ଆରମ୍ଭ ହୋଇଛି । ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ପହଂଚାଇଥିବାରୁ ଏହି ବିବାଦୀୟ ବିଜ୍ଞାପନକୁ ଚାରିଆଡୁ ବିରୋଧ କରାଯାଇଛି
#FabIndia #advertisement #Religion #hinduism #DiwaliOffer #ArgusNews