ଫିଟ ଇଣ୍ଡିଆ କର୍ଯ୍ୟକ୍ରମ ଦ୍ବାରା ଦେଶରେ ୧ ସେପ୍ଟେମ୍ବର ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏକ କୁଇଜ ପ୍ରତିେଯାଗିତା ହେବ । ଏଥିରେ ଦେଶର ସମସ୍ତ ସ୍କୁଲ ଭାଗନେଇପାରିବେ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର
#Sports #MinisterAnuragThakur #FitIndia #Quiz #Odisha #ArgusNews