ଆତ୍ମଘାତୀ ଆକ୍ରମଣ କରୁଥିବା ବ୍ୟକ୍ତିର ପରିବାରରୁ ଅର୍ଥ ଓ ଜମି ପ୍ରଦାନ କରିବ ତାଲିବାନ । ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ପାଇଁ ତାଲିବାନ କଲା ବଡ ଘୋଷଣା । ଆତ୍ମଘାତୀ ଆକ୍ରମଣ କରି ନୀରିହ ଲୋକଙ୍କୁ ମାରୁଥିବା ବ୍ୟକ୍ତି ତାଲିବାନ ଦୃଷ୍ଟିରେ ହିରୋ ।
#FidayeenAttack #bomberstruck #civilians #Afghanistan #ArgusNews