ମଣିଷ ସହିତ କେବେ ବି ଏମିତି କିଛି ଘଟଣା ଘଟିପାରେ ଯାହା ବିଷୟରେ ହୁଏତ କେବେ ବି ସେ ଚିନ୍ତା କରିନଥିବ । ପ୍ରଭୁଙ୍କର କୃପା ଥିଲେ ସବୁକିଛି ସମ୍ଭବ । ଭଲ ଭାବେ ଦେଖନ୍ତୁ ଏହି ଦୃଶ୍ୟକୁ ଜଣେ ବ୍ୟକ୍ତି ହାତରେ ବଂଶୀ ଧରି ଭଗବାନ ଶ୍ରୀକୃଷ୍ଣଙ୍କ ବନ୍ଦନା କରୁଛନ୍ତି । ଏହି ବଂଶୀ ବଜାଉଥିବା ବେଳେ ତାଙ୍କ ଦେହ ସାରା ମହୁମାଛି ବସିଥିଲେ ମଧ୍ୟ ତାଙ୍କର କିଛି କ୍ଷତି ହେଉନାହିଁ ।
#viralvideo #God #shrikrishna #Odisha #ArgusNews