ବଙ୍ଗଳାଦେଶରେ ଅସମାଜିକ ତତ୍ୱ ତଥା ଇସଲାମୀ ଶକ୍ତି ମାନେ ପୁଣି ଥରେ ସାଂପ୍ରଦାୟିକ ହିଂସା ଉଦ୍ରେକ କରିବାକୁ ଚେଷ୍ଟା କରିଛନ୍ତି । ଏଥର ବଙ୍ଗଳାଦେଶ ହାତିବନ୍ଧ ଉପ ଜିଲ୍ଲାର ଗେଂଡୁକୁରୀ ଗାଁରେ ପ୍ଲାଷ୍ଟିକ ପଲିଥିନରେ ଗୋମାଂସ ଭର୍ତି କରି ତାକୁ ସେଠାରେ ଥିବା ତିନୋଟି ମନ୍ଦିର ସାମନାରେ ଲଟକାଇ ଦେଇଥିବା ଘଟଣା ସାମନାକୁ ଆସିଛି
#bangladeshi #Communalism #Violence #ArgusNews