ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ସମ୍ବୋଧିତ କରି ବଜେଟ ଏବଂ ଆତ୍ମନତର୍ଭରଶୀଳ ଅର୍ଥନୀତି ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ୨୦୨୨-୨୩ର ବଜେଟକୁ ଆତ୍ମନିର୍ଭର ଭାରତର ବଜେଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
#Budget #PM #PMModi #BJP #Economic #Budget2022-23 #National #odisha #ArgusNews