#ବନ୍ଦ_ହେବ_ଭ୍ୟାକସିନ_ପ୍ୟାକେଜ !
ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ବିଳାସପୂର୍ଣ୍ଣ ହୋଟେଲରେ ଆଉ ଦିଆଯିବନାହିଁ ଭ୍ୟାକସିନ। କେନ୍ଦ୍ର ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି
#ArgusNews #NewsChannel #ArgusNewsTV #Vaccination_Package #Govt_Disapproves #Hotel