ଆଜ୍ଞା ,ଆଜିକାଲି ବାହା ହଉଛନ୍ତି ମାନେ ନାଚଟା ନିହାତି ଜାଣିଥିବା ଦରକାର । ନହେଲେ ଅବସ୍ଥା ଏଇ ବାବୁଙ୍କ ଭଳି ହେବ । ଜବରଦସ୍ତି ଇଛା ନଥାଇ ନାଚିବାକୁ ପଡିବ । ଦେଖୁନାହାନ୍ତି କିପରି ବେତାଳରେ ନାଚୁଛନ୍ତି। ପୁଣି ତାଙ୍କ କନ୍ୟା ତାଙ୍କୁ ହାତଧରି ନଚାଉଛନ୍ତି ।
#viralvideo #husband #wife #dance #ArgusNews