#ବରକୁ_୬୬, #କନିଆକୁ_୨୮
#ତଥାପି_ଜମିଲା_ଯୋଡି, #ପଡିଲା_ହାତଗଣ୍ଠି
#ଏବେ_ଅପେକ୍ଷା_ହନିମୁନ୍_ହେଉଛି_କୋଉଠି ?
ଖବରଟି ଅତ୍ୟନ୍ତ ମଜାଦାର୍ । କାରଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପୂର୍ବତନ କ୍ରିକେଟର ଅରୁଣ ଲାଲ । ଯାହାଙ୍କୁ ଏବେ ବୟସ ୬୬ ଛୁଇଁଲାଣି । ତଥାପି ବାନ୍ଧି ହେବାକୁ ମନ ହେଲା, ଆଉ ସେ ବିବାହ କଲେ । ତାହା ପୁଣି ନିଜଠୁ ୨୮ ବର୍ଷ ସାନ ବୁଲବୁଲଙ୍କୁ ।
#WestBengal #excricketer #Indiancricketer #ArunLal #marriage #bulbul #Odisha #ArgusNews