#ଡବଲଇଂଜିନ_ସରକାରଙ୍କ_ଫୋକସରେ_ଉତ୍ତରାଖଣ୍ଡର_ବିକାଶ
#ଟୁରିଜିମ_ସେକ୍ଟରର_ଅଭିବୃଦ୍ଧି_ସହିତ_ବଢିବ_ରୋଜଗାର_କ୍ଷମତା
ନୂଆବର୍ଷର ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡକୁ ୧୭,୫୪୭ କୋଟି ଟଙ୍କାର ଉପହାର ଦେଇଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଗୁରୁବାର ୨୩ ପରିଯୋଜନାର ଶିଳାନ୍ୟାସ କରିଛନ୍ତି । ଏସବୁ ପରିଯୋଜନା ଦ୍ୱାରା ରାଜ୍ୟର ବିକାଶ ଧାରା ତ୍ୱରାନ୍ବିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
#Uttarakhand #NewYear PMOindia Narendra Modi #Gifted #projects #development #Odisha #ArgusNews