#ବଲାଙ୍ଗିରରେ_ପ୍ରଫେଟ୍_ବଜିନ୍ଦର_ସିଂହଙ୍କ_କାର୍ଯ୍ୟକ୍ରମକୁ_ନେଇ_ବଢିଲା_ବିବାଦ
ଧର୍ମ ପରିବର୍ତ୍ତନର ବଡ଼ ଷଡ଼ଯନ୍ତ୍ର ଅଭିଯୋଗ । ରୋଗ ଭଲ କରିଦେବା କହି ଲୋକଙ୍କୁ ଠକୁଛନ୍ତି ବିଜିନ୍ଦର ଓ ରାକ୍ଷୀ ସାୱନ୍ତ । କିଭଳି ବିବାଦୀୟ ପାଦ୍ରୀଙ୍କୁ ଅନୁମତି ଦେଲା ଜିଲ୍ଲା ପ୍ରଶାସନ ଓ ପୋଲିସ ତାହା ବଡ ପ୍ରଶ୍ନବାଚୀ ।
#Bajinder #Controversy #Religionchange #Disease #Cheating #RakshiSawant #Districtadministration #police #Balangir #Argusnews #Odisha