ବହୁରାଷ୍ଟ୍ରୀୟ କମ୍ପାନୀଙ୍କୁ ବୁଦ୍ଧି ଶିଖେଇଲେ ଭାରତୀୟ । ଭାରତୀୟଙ୍କ ବଏକଟ୍ ଟ୍ରେଣ୍ଡ୍ ଯୋଗୁଁ ମୁଣ୍ଡ ନୁଆଁଇଲେ, କ୍ଷମାମାଗିଲେ କମ୍ପାନୀ । ପାକିସ୍ତାନର କାଶ୍ମୀର ଏଜେଣ୍ଡା ଉପରେ ଟ୍ବିଟ୍ କରି ସୃଷ୍ଟି କରିଥିଲେ ବିବାଦ । ବିବାଦ ପରେ ଭାରତରେ ଗ୍ରାହକ ହରାଇଛନ୍ତି ଅନେକ କମ୍ପାନୀ ।
#multinationalcompanies #lostcustomers #Kashmir #apologized #boycott #southkorean #ArgusNews