#ବାଙ୍ଗଲାଦେଶ_ଦେଲା_ଚୀନକୁ_ବଡ_ଝଟକା
#ଏବେ_ଚୀନର_କଂଟ୍ରାକ୍ଟରଙ୍କୁ_ବାଙ୍ଗଲାଦେଶରେ_ଦିଆଯିବନାହିଁ_କଂଟ୍ରାକ୍ଟ
#ବାଙ୍ଗଲାଦେଶର_ସଡକ_ପରିବହନ_ମନ୍ତ୍ରୀ_କଲେ_ଘୋଷଣା
ଚୀନ ଉପରେ ବାରମ୍ବାର ଛୋଟ ଛୋଟ ଓ ଗରୀବ ଦେଶ ମାନଙ୍କୁ ଋଣ ପ୍ରଦାନ କରି ସେମାନଙ୍କର ଆର୍ଥିକ ସ୍ଥିତିକୁ ଖରାପ କରିବାର ଅଭିଯୋଗ ଆସିଥାଏ । ଚୀନର ଏହି ଋଣ ଜାଲ ନୀତିର ଏସିଆ, ଆଫ୍ରିକାର ଅନେକ ଦେଶ ଶୀକାର ହୋଇ ସାରିଛନ୍ତି । ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଚୀନର ଏହି ନୀତିର ସବୁଠାରୁ ବଡ ଉଦାହରଣ ।
#bangladesh #china #Lone #ArgusNews