ଝିଅର ବାହାଘର । ହେଲେ ବାପା ପରପାରିରେ । ବୋହୁ ବେଶରେ ବାପ ଛେଉଣ୍ଡ ଝିଅଟି ଝୁରି ହେଉଥିଲା ବାପାଙ୍କୁ । ହଠାତ ବେଦୀ ପାଖରେ ଉଭା ହୋଇଗଲେ ଦିବଙ୍ଗତ ପିତା ଜଣକ । ବାହା ହେଉଥିବା ଝିଅଟିର ଆଖିରୁ ଝରି ପଡିଲା କେଇ ଟୋପା ଲୁହ । ପରପାରିରେ ଥିବା ବାପାଙ୍କୁ ବିବାହ ଉପହାର ଭାବେ ନେଇ ଆସିଥିଲେ ତା’ ଭାଇ ।
#tamilnadu #Kallakurichi #father #daughtermarriage #Odisha #ArgusNews