ହଜାରେ ଲୋକ ମିଳିବେ ଯେଉଁମାନେ ପରିବାରକୁ ଗୁରୁତ୍ୱ ଦେବା କଥା କହୁଥିବେ ,କିନ୍ତୁ ଖୁବ ଅଳ୍ପ କେତେଜଣ ମିଳିବେ ଯେଉଁମାନେ ନିଜ ଜୀବନ ବିନିମୟରେ ପରିବାରକୁ ବଞ୍ଚାଇବା ପାଇଁ ବାହାରି ପଡ଼ୁଥିବେ । ଠିକ ଏଭଳି ଏକ ବ୍ୟକ୍ତିତ୍ୱ ହେଉଛନ୍ତି ଜୟପୁରର ୨୦ ବର୍ଷ ବୟସର ଯୁବକ ମାନ୍ୟା ହସିଜା । ମାନ୍ୟା ଲିଭର ସିରୋସିସରେ ପୀଡିତ ନିଜ ପିତାଙ୍କୁ ନିଜ ଲିଭରର ୬୫ ପ୍ରତିଶତ ଦାନ କରି ବାସ୍ତବ ଜୀବନର ନାୟକ ଭାବେ ସାଉଣ୍ଟିଛନ୍ତି ସୁନାମ
#Jaipur #Odisha #ArgusNews