ବାହାରିନରେ ପାଳିତ ହୋଇଯାଇଛି ଜାତୀୟ ଯୁବ ଦିବସ । ଭାରତୀୟ ଦୂତାବାସ ଓ ଓଡ଼ିଆ ସମାଜ ବାହାରିନ ସହଯୋଗରେ ଏହା ପାଳନ କରାଯାଇଛି । ଭର୍ଚ୍ଚୁଆଲ ମାଧ୍ୟମରେ ଏହାର ଆୟୋଜନ କରିଥିଲା ବାହାରିନ ଇଣ୍ଡିଆ ସାଂସ୍କୃତିକ ଏବଂ କଳା ସୋସାଇଟି 'ବିକାସ'
#bahrain #nationalyouthday #celebrated #Odiasamaja #ArgusNews