#ମେଣ୍ଢାକୁ_ହେଲା_ଜେଲ_ଦଣ୍ଡ
#ସେ_ହତ୍ୟା_କରିଥିଲା_ଜଣେ_ମହିଳାଙ୍କୁ
#ପୋଲିସ_ଗିରଫ_କରିଥିଲା_ଖୁନି_ମେଣ୍ଢାକୁ
ହତ୍ୟାକରି ମେଣ୍ଢାର ମଣିଷଙ୍କ ଅଦାଲତରେ ବିଚାର, ଆଉ ଜେଲ ଦଣ୍ଡ । କଥାଟା ଅଜବ ଲାଗିଲେ ବି ସତ । ଆଫ୍ରିକାର ସୁଡାନରେ ଗୋଟିଏ ମେଣ୍ଢା ଶିଙ୍ଗରେ ଭୁସି ଭୁସି ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା । ହତ୍ୟା ଅଭିଯୁକ୍ତ ମେଣ୍ଢା ଆଇନର ହାତରୁ ଖସି ପାରିଲା ନାହିଁ । ହତ୍ୟା ଅଭିଯୋଗରେ ମେଣ୍ଢା ହେଲା ଜେଲ୍ ।
#sudan #sheep #COURT #punishment #Odisha #ArgusNews